ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ରୁଷ

ମସ୍କୋ: ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ରୁଷ୍‌ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ବୋଲି ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ କହିଛନ୍ତି। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ସମ୍ମିଳିତ ନିରାପତ୍ତା ରାଜିନାମା ସଙ୍ଗଠନ’ର ପ୍ରତିରକ୍ଷା ମନ୍ତ୍ରୀ ପରିଷଦ୍‌ ବୈଠକରେ ସୋଇଗୁ କହିଛନ୍ତି, କିବ୍‌କୁ ବିପୁଳ ପାଶ୍ଚାତ୍ୟ ସହାୟତା ଏବଂ ରୁଷ୍‌ ଉପରେ କଟକଣା ଚାପ ସତ୍ତ୍ବେ ‘ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ’ ଆମେ ସ୍ବତନ୍ତ୍ର … Continue reading ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ୟୁକ୍ରେନ୍‌ରେ ସାମରିକ ଅଭିଯାନ ଜାରି ରଖିବ ରୁଷ